swiggy-zomato-alcohol-delivery

ରବିବାର ଠାରୁ ଓଡିଶାରେ ଅନଲାଇନ୍ ମଦ ଡେଲିଭେରୀ

ରାଜ୍ୟ ସରକାର ସମସ୍ତ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ମାନଙ୍କୁ ଅନଲାଇନ୍ ମଦ ଡେଲିଭେରୀ ପାଇଁ ଅନୁମତି ଦେଇଛନ୍ତି, କାଲିଠୁ ଏଠି ନିୟମ କାର୍ଯ୍ୟକାରୀ କରାଯିବ | କଣ୍ଟେନ୍ଟମେଣ୍ଟ ଜୋନ୍ ରେ ଏହି ନିଆୟମ ଲାଗୁ ହେବ ନାହିଁ | କାଉଣ୍ଟର ରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଇନାହାନ୍ତି |

ଓଡିଶା ଅବକାରୀ ନିୟମ ୨୦୧୭ ରେ ସଂଶୋଧନ କରାଯାଇ ସ୍ପେସିଆଲ ୫୦% COVID ଫୀ ଲଗାଇ ମଦର ଦ୍ୱାରା ବଢ଼ାଇଛନ୍ତି ସରକାର | ଏଥିରୁ ମିଳିବାକୁ ଥିବା ରାଜସ୍ବ କରନା ମୁକାବିଲା କ୍ଷେତ୍ରରେ ଖର୍ଚ ହେବ |

ମଦ ଦୋକାନୀ ମାନଙ୍କ ସହ ଫୂଡ଼ ଡେଲିଭେରୀ ସଂସ୍ଥା ମଧ୍ୟ ଏହି ସୁବିଧା ଉପଲବ୍ଧ କରାଇ ପାରିବେ |

ଗ୍ରାହକ ମାନେ ଫୂଡ଼ ଡେଲିଭେରୀ କମ୍ପାନୀ ମାନଙ୍କ ଦ୍ୱାରା କିମ୍ବା ଫୋନ, SMS, WhatsApp କିମ୍ବା Email ଦ୍ୱାରା ସିଧାସଳଖ ମଦ ଦୋକାନୀ ମାନଙ୍କ ଠାରୁ ମଦ କିଣିପାରିବେ |

Total
0
Shares
Related Posts
sambit-patra-coronavirus
Read More

କୋଭିଡ୍ ସନ୍ଦେହରେ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ହସ୍ପିଟାଲ ରେ ଭର୍ତ୍ତି

ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର କୋଭିଡ୍-୧୯ ର ଲକ୍ଷଣ ଦେଖାଇବା ପରେ ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି| ତାଙ୍କୁ ଗୁରୁଗାଓଁର…
banks-odisha
Read More

ବ୍ୟାଙ୍କ ମାନଙ୍କୁ ୧୦୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରିବାକୁ ଓଡିଶା ସରକାରଙ୍କ ନିର୍ଦେଶ

ରାଜ୍ୟ ଅର୍ଥ ବିଭାଗ ବିଭିନ୍ନ କର୍ପୋରେଟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମାନଙ୍କୁ ସେମାନଙ୍କ ପୁର୍ଣ କର୍ମଚାରୀ ସମେତ କାର୍ଯ୍ୟ…
Total
3
Share