ରାଜ୍ୟ ଅର୍ଥ ବିଭାଗ ବିଭିନ୍ନ କର୍ପୋରେଟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମାନଙ୍କୁ ସେମାନଙ୍କ ପୁର୍ଣ କର୍ମଚାରୀ ସମେତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।
ଲକ୍ଡାଉନ୍ ୪.୦ ସମୟରେ ସମସ୍ତ ସରକାରୀ ବିଭାଗ ଏବଂ ସବ-ଅର୍ଡିନେଟ୍ କାର୍ଯ୍ୟାଳୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ରାଜ୍ୟ ଅର୍ଥ ବିଭାଗ କହିଛି ଯେ ବ୍ୟାଙ୍କିଙ୍ଗ ଏବଂ ଗ୍ରାହକ ସେବା କେନ୍ଦ୍ର ଗୁଡିକ ସକାଳ ୭:୩୦ ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ କାର୍ଯ୍ୟରତ ରହିବ ଯାହା ଦ୍ୱାରା ଅଣ ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାମୀଣ ଗ୍ରାହକଙ୍କୁ ସୁବିଧା ଯୋଗାଇ ଦିଅ ଯାଇ ପାରିବ୧୦୦ ପ୍ରତିଶତ କର୍ମଚାରୀଙ୍କ ସହ କାମ କରିବାକୁ ଓଡିଶା ସରକାରଙ୍କ ନିଷ୍ପତି
ରାଜ୍ୟ ଅର୍ଥ ବିଭାଗ ବିଭିନ୍ନ କର୍ପୋରେଟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ମାନଙ୍କୁ ସେମାନଙ୍କ ପୁର୍ଣ କର୍ମଚାରୀ ସମେତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।
ଲକ୍ଡାଉନ୍ ୪.୦ ସମୟରେ ସମସ୍ତ ସରକାରୀ ବିଭାଗ ଏବଂ ସବ-ଅର୍ଡିନେଟ୍ କାର୍ଯ୍ୟାଳୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ରାଜ୍ୟ ଅର୍ଥ ବିଭାଗ କହିଛି ଯେ ବ୍ୟାଙ୍କିଙ୍ଗ ଏବଂ ଗ୍ରାହକ ସେବା କେନ୍ଦ୍ର ଗୁଡିକ ସକାଳ ୭:୩୦ ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ କାର୍ଯ୍ୟରତ ରହିବ ଯାହା ଦ୍ୱାରା ଅଣ ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାମୀଣ ଗ୍ରାହକଙ୍କୁ ସୁବିଧା ଯୋଗାଇ ଦିଅ ଯାଇ ପାରିବ
ଲକ୍ଡାଉନ୍ କୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ସେମାନଙ୍କ କର୍ମଚାରୀଙ୍କ ୩୦ ପ୍ରତିଶତ ଶକ୍ତି ସହିତ କାର୍ଯ୍ୟ କରୁଛନ୍ତି।