cyclone-amphan-evacuation

ଅମ୍ଫାନ ମାଡ଼ରେ ଓଡିଶାର ୪୫ ଲକ୍ଷ ଲୋକ ଆକ୍ରାନ୍ତ

ମହାବାତ୍ୟା ଅମ୍ଫାନ ଯୋଗୁଁ ଓଡିଶାରେ ୧୫୦୦ ଗ୍ରାମ ପଅଣ୍ଚାୟ୍ତର ପ୍ରାୟ ୪୪.୮୦ ଲଖ୍ୟ ଲୋକ କ୍ଷୟଗ୍ରସ୍ତ ହୋଇଛନ୍ତି, ଏହା ନେଇ ଜାତୀୟ ସଙ୍କଟ ପରିଚାଳନା କମିଟି (NCMC) ଏକ ପ୍ରେସ୍ର କନଫରେନ୍ସ ରେ ସୂଚନା ଦେଇଛନ୍ତି| ଏହା ସହିତ ପ୍ରାୟ ଏକ ଲକ୍ଷ ହେକଟରରେ ଫସଲ ମଧ୍ୟ ନଷ୍ଟ ହୋଇଛି|

ଏଥିସହ ସରକାର ସୂଚନା ଦେଇଛନ୍ତି ଯେ ଦୁଇ ଦିନ ମଧ୍ୟରେ କୃଷି ଖୟକ୍ଷତିର ଆକଳନ କରାଯିବ| ସମୁଦାୟ ଦୁଇ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ରାଜ୍ୟ ସରକାର ଏହି ବୈଠକରେ ସୂଚନା ଦେଇଛନ୍ତି.

ସୂତ୍ର ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ୮୦% ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପୁନଃ ସ୍ଥାପିତ ହେବ|

Total
0
Shares
Related Posts
sambit-patra-coronavirus
Read More

କୋଭିଡ୍ ସନ୍ଦେହରେ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ହସ୍ପିଟାଲ ରେ ଭର୍ତ୍ତି

ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର କୋଭିଡ୍-୧୯ ର ଲକ୍ଷଣ ଦେଖାଇବା ପରେ ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି| ତାଙ୍କୁ ଗୁରୁଗାଓଁର…
Total
0
Share